Jump to content

ଧୂର୍ତ୍ତତା

ଉଇକିଅଭିଧାନ‌ରୁ

ଧୂର୍ତ୍ତତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୂର୍ତ୍ତ+ଭାବ. ତା)

[ସମ୍ପାଦନା]
୧. ପ୍ରତାରଣା; ଶଠତା — ୧. Fraud; knavery; deceit.
୨. ଧୂର୍ତ୍ତପଣ —୨. Deceitfuluess.
୩. ଚତୁରତା; ଚଲାଖୀ — ୩. Shrewdness; cunning. oraftiness.