ଧୂଳା ଉଡ଼େଇବା
ଦେଖଣା
ଧୂଳା ଉଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୂଳା ଉଡ଼େଇବା
|
[ ଧୂଳା ଉଡ଼ା(ଡ଼େ)ଇଦେବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟକୁ ଅତିରିକ୍ତ ମାତ୍ରାର କରିବା —୧. To do something excessively.
(ଯଥା—ସେ ମାଡ଼ରେ ଧୂଳା ଉଡ଼େଇଲା)
- ୨. ଖିନିଖରାପ କରିବା; ଅଁସନଁସନ କରିବା; ବିଧ୍ୱସ୍ତ କରିବା — ୨. To devastate; to lay waste.
- ୩. କୌଣସି ସ୍ଥାନକୁ ଭାଙ୍ଗି ଚୂରି ଧୂଳିସାତ୍ କରିବା — ୩. To raze to the ground; to reduce to dust.