ଧୂଳିଆ ଜନ୍ଦା
ଦେଖଣା
ଧୂଳିଆ ଜନ୍ଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୂଳିଆ ଜନ୍ଦା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ଚକଚକିଆ କଳା ବା ପାଉଁଶିଆ ଜନ୍ଦା —A kind of big black or grey pismire living in dust.
ଧୁଳିଧୂସରା ଧୂଳିଆଜନ୍ଦା ଭୂଇଁ ତଳେ ତଳେ ଥାଏ କଅଁଳ ମାଉଁସ ଟିକିଏ ପାଇଲେ ରୁଟୁକିନି ଖାଏ ଉତ୍କଳ କାହାଣୀ
[ଦ୍ରଷ୍ଟବ୍ୟ —ଏମାନେ ସରୁ ଓ ଲମ୍ୱା ଏମାନଙ୍କ ଦଂଶନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏମାନେ ଧୂଳିରେ ବିଚରଣ କରନ୍ତି ]