ଧୂଳିଆ ନାଗ
ଏକଜାତୀୟ ନାଗସାପ —A kind of small cobra, ୩ or ୪ inches long generally living in dusty places.
[ ଦ୍ର—ଏ ୭ ୮: ଆଙ୍ଗୁଳ ଲମ୍ୱ ଏହାର ବିଷ ଉତ୍କଟ ଏହା ଧୂଳି ଭିତରେ ଥାଏ ଓ ଏହାର ବର୍ଣ୍ଣ ପାଣ୍ଡୁର ]