ଧୂଳିଆ ବାଡ଼େଇବା
ଦେଖଣା
ଧୂଳିଆ ବାଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଧୂଳିଆ ପିଟିବା, ଧୂଳିଆ ମାରିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧୂଳିଆ ଘରର ଛାତର କାଠର ରୁଅ ଉପରେ କାଠର ବତାକୁ ଲୁହାକଣ୍ଟାଦ୍ୱାରା ସଂଲଗ୍ନ କରିବା —୧. To drive nails into the wooden ribs to attach them to the wooden rafters of a Dhūḻiā ghara.
- ୨. (ଲକ୍ଷଣାର୍ଥ) ଧନୀ ହୋଇ ବ୍ୟୟସାପେକ୍ଷ ଧୁଳିଅଘର କରିବା — ୨. (figurative) To be rich and be able to construct a costly house with wooden rafters and ribs instead of bamboo ones like ordinary poor people.