Jump to content

ଧୂଳିରେ ମିଶିବା

ଉଇକିଅଭିଧାନ‌ରୁ

ଧୂଳିରେ ମିଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧୂଳିରେ ମିଶିଯିବା—ଅନ୍ୟରୂପ)

[ ଧୂଳିରେ ମିଶା(ଶେ)ଇବା—ସକର୍ମକରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧୂଳିସାତ୍ ଦେବା — ୧. To turn into dust.
୨. ବିନଷ୍ଟ ହେବା — ୨. To be destroyed.
୩. ମରିବା —୩. To die.