Jump to content

ଧୂଳିସାତ୍

ଉଇକିଅଭିଧାନ‌ରୁ

ଧୂଳିସାତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧୂଳି+ପରିଣତାର୍ଥେ ସାତ୍; ତୁଳ. ଭସ୍ମସାତ୍)

[ସମ୍ପାଦନା]
୧. ଧୂଳିରେ ପରିଣତ — ୧. Reduced or turned into dust.
୨. ଭାଙ୍ଗି ଯାଇ ଧୂଳି ସଙ୍ଗେ ମିଶିଯିବା (ଘରଆଦି) — ୨. Razed to dust.