Jump to content

ଧୂଳିସାଥ

ଉଇକିଅଭିଧାନ‌ରୁ

ଧୂଳିସାଥ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷଣ - (ସଂସ୍କୃତ -ଧୂଳିସାତ୍)

[ସମ୍ପାଦନା]

ଧୂଳିରେ ପରିଣତ —Reduced to dust

ସେ ସମୟେ ତୁମ୍ଭେ ଦେଖାଇ ଳଘୁହାତ ମାଥ କାଟି ତାର କରିବା ଧୂଳିସାଆ—କୃଷ୍ଣସିଂହ. ମହାଭାରତ ଦ୍ରୋଣ