ଧୂଳି ଉଡ଼ିବା
ଦେଖଣା
ଧୂଳି ଉଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧୂଳା ଉଡ଼ିବା (ଦେଖ) - ୧. Dhūḻā uṟḍ̠ibā (See)
- ୨. ଭୁପୃଷ୍ଠରୁ ଧୂଳିପଟଳ ପବନ ବା ମନୁଷ୍ୟର ପାଦ ବା ଅଶ୍ୱାଦିର ଖରଦ୍ୱାରା ସଞ୍ଚାଳିତ ହୋଇ ଶୂନ୍ୟରେ ଉଡ଼ିବା —୨. The raising of dust from the surface of the earth by the wind or feet or hoofs of animals.