Jump to content

ଧୂଳି କୁଟ୍ଟିମ

ଉଇକିଅଭିଧାନ‌ରୁ

ଧୂଳି କୁଟ୍ଟିମ

ଉଚ୍ଚାରଣ

[ସମ୍ପାଦନା]

(ଧୂଳି କେଦାର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଧୂଳି+କୁଟ୍ଟିମ)

[ସମ୍ପାଦନା]
୧. କର୍ଷିତ କ୍ଷେତ୍ର; ଚଷା ହୋଇ ଥିବା କ୍ଷେତ —୧. A ploughed field.
୨. ମାଟିର ସ୍ତୁପ ବା କାନ୍ଥ — ୨. A mound or rampart of earth (Apte).