ଧୂଳି ଘର
ଦେଖଣା
ଧୂଳି ଘର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପିଲାମାନଙ୍କର ଧୂଳି ସାହାଯ୍ୟରେ କରିବା ଖେଳଘର —୧. A doll's house made by children with dust.
- ୨. ପିଲାମାନଙ୍କ ଧୁଳି ଘର ପରି ଅବାସ୍ତବ ଓ ଅସ୍ଥାୟୀ ବିଷୟ —୨. Any unreal or short-lived thing like children's doll-house.
- ୩. ପିଲାଙ୍କ ଖେଳଘର ପରି ସଂସାରର ଗାର୍ହସ୍ଥ୍ୟ କ୍ରିୟା — ୩. Worldly affairs compared to children's play-house.
(ଯଥା—ଦଇବ ମୋ ଧୂଳିଘର ଭାଙ୍ଗି ଦେଲା)