Jump to content

ଧୂଳି ଝାଡ଼ିବା

ଉଇକିଅଭିଧାନ‌ରୁ

ଧୂଳି ଝାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଶିଶୁ ଆଦିଙ୍କ ଧୂଳିଧୂସରିତ ଦେହରୁ ବା ଧୂଳିଧୂସରିତ କୌଣସି ବସ୍ତୁରୁ ବସ୍ତ୍ରାଦି ସାହାଯ୍ୟରେ ଧୂଳି ଅପସାରିତ କରିବା —୨. To dust; to remove dust from a dust-smeared body or thing by beating off the dust.
୨. କୌଣସି ବ୍ୟକ୍ତିର ପଦରଜଃ ଶିଶୁଆଦିଙ୍କ ମୁଣ୍ଡରେ ଛିଞ୍ଚି ଦେବା —୨. To sprinkle the dust of one's feet on the head of a youngster.