ଧୂଳି ଦେବା
ଦେଖଣା
ଧୂଳି ଦେବା
ଉଚ୍ଚାରଣ
[ସମ୍ପାଦନା][ ଧୂଳି ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରି.
[ସମ୍ପାଦନା]- ୧. ଶିଶୁ; ବାଳକ, ସେବକ ଆଦିଙ୍କ ମଙ୍ଗଳ କାମନାର୍ଥ ସେମାନଙ୍କ ମୁଣ୍ଡରେ (ଗୁରୁଜନ) ପଦଧୁଳି ପକାଇବା; ଚରଣଧୂଳି ପ୍ରଦାନ କରିବା —୧. To lay the dust of one's feet on the head of one's younger, wishing him bliss.
- ୨. (ଆଖିରେ) ଧୂଳି ଦେବା; ଅନ୍ୟ ବ୍ୟକ୍ତିକୁ ଆଖି ଆଗରେ ଠକାଇବା —୨. To throw dust in the eyes; to deceive a person in his very face.
- ୩. (ଲକ୍ଷଣାର୍ଥଃ କୌଣସି ବ୍ୟକ୍ତିର ଜୀବିକା ଉପାର୍ଜନ ପନ୍ଥାରେ ବାଧା ଦେବା; ଦାନାରେ ଧୂଳି ଦେବା — ୩. (figurative) To put obstacles in the way of one's means of living.