ଧୂଳି ଧୂସର
ଦେଖଣା
ଧୂଳି ଧୂସର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୂଳି ଧୂସର
|
(ଧୂଳିଧୂସରା, ଧୂଳି ଧୂସୁରା (ପୁଂ); ଧୂଳିଧୂସରୀ, ଧୂଳିଧୂସୁରୀ (ସ୍ତ୍ରୀ)—ଦେଶଜ ରୂପ)
(ଧୂଳି ଧୂସରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଧୂଳି+ଧୂସର)
[ସମ୍ପାଦନା]ଧୂଳି ବୋଳି ହୋଇ ଥିବାରୁ ବିବର୍ଣ୍ଣ; ମାଟିଆ —Grey with dust; soiled with a layer of dust over the body.