ଧୂଳି ଧୂସରିତ
(ଧୂଳିଧୂ ସରିତା—ସ୍ତ୍ରୀ)
ଧୂଳିରେ ଆବୃତ ହେବା ଯୋଗୁଁ ପାଂଶୁବର୍ଣ୍ଣ — Soiled with dust; smeared over with dust; dusty.