Jump to content

ଧୂଳି ପୁଷ୍ପିକା

ଉଇକିଅଭିଧାନ‌ରୁ

ଧୂଳି ପୁଷ୍ପିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧୂଳି+ପୁଷ୍ପିକା; ଏଥିର ଫୁଲ ମଧ୍ୟସ୍ଥ ଜଟାରେ ଧୂଳି ପରି ବହୁତ ପରାଗ ଥିବାରୁ)

[ସମ୍ପାଦନା]

କିଆ ଗଛ; କେତକୀ ଗଛ —Screwpine; Pandanus Odoratissimus.