Jump to content

ଧୂଳି ବତା

ଉଇକିଅଭିଧାନ‌ରୁ

ଧୂଳି ବତା

ଉଚ୍ଚାରଣ

[ସମ୍ପାଦନା]

(ଧୂଳିଆବତା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝିଙ୍କର ଛୁଆଣି ଘରେ ଓ ଧୂଳିଆଘରେ ରୁଅ ଉପରେ ଲଗାଯିବା ଦୁଇ ଆଙ୍ଗୁଳ ଓସାର ଓ ଅଧଆଙ୍ଗୁଳ ବହଳ କାଠର ସରୁଆ ବତା —Thin wooden ribs of a thatch-frame over which earthen tiles are laid instead of straw or of a Dhūḻiā house.