Jump to content

ଧୂଳି ମରିବା

ଉଇକିଅଭିଧାନ‌ରୁ

ଧୂଳି ମରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସାମାନ୍ୟ ବର୍ଷାଦ୍ୱାରା ବା ପାଣି ଛିଞ୍ଚା ହେବାଦ୍ୱାରା ଭୁପୃଷ୍ଠରେ ଉଡ଼ୁଥିବା ଧୂଳି ଆଉ ଉଡ଼ି ନ ପାରି ବସି ଯିବା —The settling of the dust over the surface of the ground by a light shower of rain or by the sprinkling of water over it.