ଧୂଳି ମଳି
ଦେଖଣା
- ଧୂଳି ଓ ମଳି
- ଧୂଳି ପଡିବା ଯୋଗ୍ଁଉ ଜାତ ହେବା ମଇଳା
- ସାମାନ୍ୟମାତ୍ର ସନ୍ଦେହ
- ସାମାନ୍ୟ ମାତ୍ର ଗୋଳମାଳ
- ସାମାନ୍ୟ ମାତ୍ର କଳଙ୍କ
- ସାମାନ୍ୟ ମାତ୍ର ମଇଳାଧୂଳି ମଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୂଳି ମଳି
|
ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ଧୂଳି+ମଳ)
[ସମ୍ପାଦନା]- ୧. ଧୂଳି ଓ ମଳି —୧. Dust and dirt.
- ୨. ଧୂଳି ପଡ଼ିବା ଯୋଗୁଁ ଜାତ ହେବା ମଇଳା — ୨. Soil due to dust.
- ୩. (ଲକ୍ଷଣାର୍ଥ) ସାମାନ୍ୟମାତ୍ର ସନ୍ଦେହ — ୩. (figurative) The slightest doubt.
(ଯଥା—ତାଙ୍କ କଥାରେ ଧୂଳି ମଳି ନାହିଁ)
- ୪. ସାମାନ୍ୟ ମାତ୍ର ଗୋଳମାଳ — ୪. Any little confusion.
- ୫. ସାମାନ୍ୟ ମାତ୍ର କଳଙ୍କ — ୫. A little blemish.
- ୬. ସାମାନ୍ୟ ମାତ୍ର ମଇଳା — ୬. A speck of dirt.