ଧୂସରା
ଦେଖଣା
ଧୂସରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୂସରା
|
(ଧୂସରା—ଅନ୍ୟରୁପ)
ଧୂସରୀ, ଧୂସୁରୀସ୍ତ୍ରୀ
ଦେଶଜ - ବିଣ, ପୁଂ. (ସଂସ୍କୃତ - ଧୂସର)
[ସମ୍ପାଦନା]- ୧. ପାଂଶୁବର୍ଣ୍ଣ; ଧୂସରବର୍ଣ୍ଣ; ପାଉଁଶିଆ — ୧. Grey-coloured.
- ୨. ଧୂଳିଆ —୨. Dusty.
- ୩. ମଳିଆ; ମଳିନ —୩. Soiled.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କସରା ରଙ୍ଗର ଏକ ପ୍ରକାର ଧାନ — A kind of greyish paddy.