Jump to content

ଧୂସୁର୍ଧୂମା

ଉଇକିଅଭିଧାନ‌ରୁ

ଧୂସୁର୍ଧୂମା

ଉଚ୍ଚାରଣ

[ସମ୍ପାଦନା]

(ଧୁସୁରୁଧୁମା—ଅନ୍ୟରୂପ)

(ଧୁସୁର୍ଧୂମୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧୂସର)

[ସମ୍ପାଦନା]
୧. ସ୍ଥୂଳକାୟ; ମୋଟା; ଗେଧା (ବ୍ୟକ୍ତି) —୧. Corpulent (person)
୨. ଧୂଳିଧୂସରିତ ଓ ମୋଟା — ୨. Smeared over with dust and fat.