Jump to content

ଧୂସୁର୍ଧୂସା

ଉଇକିଅଭିଧାନ‌ରୁ

ଧୂସୁର୍ଧୂସା

ଉଚ୍ଚାରଣ

[ସମ୍ପାଦନା]

(ଧୂସୁରୁଧୁସା—ଅନ୍ୟରୂପ)

(ଧୁସୁର୍ଧୁସୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଧୂସର)

[ସମ୍ପାଦନା]

ଧୁଳିଧୂରିତ; ଦେହଯାକ ଧୂଳି ବୋଳା ହୋଇଥିବା (ବ୍ୟକ୍ତି) — Smeared over with dust.