Jump to content

ଧୂୟମାନ

ଉଇକିଅଭିଧାନ‌ରୁ

ଧୂୟମାନ

ଉଚ୍ଚାରଣ

[ସମ୍ପାଦନା]
(ଧୁୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧୂ ଧାତି=କମ୍ପିତ ହେବା+କର୍ତ୍ତୃ. ମନ)

[ସମ୍ପାଦନା]
୧. କମ୍ପମାନ —୧. Shivering; trembling; shaking.
୨. ଯାହାକୁ କେହି କମ୍ପିତ କରୁଅଛି —୨. Shaken.