Jump to content

ଧୃକ୍

ଉଇକିଅଭିଧାନ‌ରୁ

ଧୃକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଅନ୍ୟ ପଦ ପରେ ଯୁକ୍ତ; ଧୃ ଧାତୁ+କ୍ୱିପ୍)

[ସମ୍ପାଦନା]

ଯେ ଧରିଥାଏ; ଧାରଣକାରୀ — Bearing; carrying; holding; assuming.

(ଯଥା—କାଳରୂପ ଧୃକ୍)