ଧୃତବ୍ରତ
ଦେଖଣା
ଧୃତବ୍ରତ
ଉଚ୍ଚାରଣ
[ସମ୍ପାଦନା](ଧତବ୍ରତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଧୃତ+ବ୍ରତ)
[ସମ୍ପାଦନା]- ୧. ବ୍ରତ ଧାରଣକାରୀ; ଗୃହୀତ ବ୍ରତ (ପୁରୁଷ) — ୧. One who has taken a religious vow.
- ୨. ଅନୁଗତ —୨. Attached; devoted (Apte).
- ୩. ନିର୍ଦ୍ଦିଷ୍ଟ ନିୟମର ଅନ୍ତର୍ଗତ — ୩. Of a fixed law or order (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଇନ୍ଦ୍ର —୧. Indra (Apte).
- ୨. ବରୁଣ —୨. Baruṇa, The Hindu God of the ocean (Apte).
- ୩. ଅଗ୍ନି —୩. Fire (Apte).
- ୪. (ନାମ) ପୁରୁବଂଶୀୟ ଜୟଦ୍ରଥଙ୍କ ପୁତ୍ର ଓ ବିଜୟଙ୍କ ପୌତ୍ର (ହିନ୍ଦୀ - ଶବ୍ଦସାଗର) — ୪. Name of a king of ancient India.