Jump to content
- କୁରୁ ବଂଶୀୟ ଜନ୍ମାନ୍ଧ ରାଜା; ବିଚିତ୍ରବୀର୍ଯ୍ୟ ରାଜାଙ୍କ ବିଧବା ସ୍ତ୍ରୀ ଅମ୍ବିକାଙ୍କ ଗର୍ଭରୁ ବ୍ୟାସଦେବଙ୍କ ଔରସ ସନ୍ତାନ; ଦୁର୍ଯ୍ୟୋଧନଙ୍କ ପିତା
- ନାଗବିଶେଷ
- କୃଷ୍ଣବର୍ଣ୍ଣ ଚଞ୍ଚୁ ଓ ପଦବିଶିଷ୍ଟ ହଂସବିଶେଷ; ଗେଡି ହଂସ
- ଜନମେଜୟ ରାଜାଙ୍କର ଏକପୁତ୍ର
- ଉତ୍ତମ ରାଜା
- ଉତ୍ତମ ରାଜାଙ୍କଦ୍ଵାରା ସୁଶାସିତ ରାଜ୍ୟ