Jump to content

ଧୃତରାଷ୍ଟ୍ରୀ

ଉଇକିଅଭିଧାନ‌ରୁ

ଧୃତରାଷ୍ଟ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୃତରାଷ୍ଟ୍ର+ସ୍ତ୍ରୀ. ଈ)

[ସମ୍ପାଦନା]
୧. ହଂସୀ — ୧. Goose.
୨. କଶ୍ୟପ ଋଷିଙ୍କର ଏକ ପତ୍ନୀ (ଯେ ହଂସ ଆଦିଙ୍କୁ ଜାତ କରିଥିଲେ) —୨. Name of one of the wives of sage Kaṡyapa.
୩. ଧୃତରାଷ୍ଟ୍ରଙ୍କ ସ୍ତ୍ରୀ —୩. The wife of Dhṛutarāshṭra.