ଧୃତାତ୍ମା
ଦେଖଣା
ଧୃତାତ୍ମା
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଧୃତ+ଆତ୍ମନ୍; ୧ମା. ୧ବ)
- ୧. ଆତ୍ମଜ୍ଞାନୀ — ୧. Endowed with spiritual wisdom.
- ୨. ସଂଯତଚିତ୍ତ —୨. One who has subdued his passions.
- ୩. ଧୀର; ଧୈର୍ଯ୍ୟଶାଳୀ —୩. Patient.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁଙ୍କର ନାମ —୧. A name of Bishṇu.
- ୨. ଧୀର ବ୍ୟକ୍ତି; ଧୈର୍ଯ୍ୟଶାଳୀ ବ୍ୟକ୍ତି (ହିନ୍ଦୀ - ଶ) — ୨. A calm and patient person.