Jump to content

ଧୃତି

ଉଇକିଅଭିଧାନ‌ରୁ
  • ଧାରଣ କରିବା
  • ଗ୍ରହଣ
  • ପରିଧାନ
  • ଟେକି ଧରିବା
  • ପୋଷଣ
  • ବହନ
  • ଅଧିକାର କରିବା
  • ଅଟକାଇ ରଖିବା
  • ଦୃଢ଼ ସଂକଳ୍ପ
  • ସାହସ
  • ଆତ୍ମବଳ
  • ଧାରଣା
  • ଧୈର୍ଯ୍ୟ
  • ସ୍ଥୈର୍ଯ୍ୟ; ସ୍ଥିରତା
  • ଅଟଳତା; ଦୃଢ଼ତା
  • ଇଛା
  • ସନ୍ତୋଷ; ଆନନ୍ଦ
  • ସୁଖ
  • ଉତ୍ସାହ
  • ସର୍ବତ୍ର ପ୍ରୀତି
  • ଯାଗ; ଯଜ୍ଞ
  • ଷୋଡ଼ଶ ମାତୃକା ମଧ୍ୟରୁ ତ୍ରୟୋଦଶ ମାତୃକା
  • ଜ୍ୟୋତିଷୋକ୍ତ ୨୦ ଯୋଗ ମଧ୍ୟରୁ ଏକତମ
  • ଅଷ୍ଟାଦଶ ଅକ୍ଷରଯୁକ୍ତ ସଂସ୍କୃତ ଛନ୍ଦୋବିଶେଷ
  • ଚନ୍ଦ୍ରଙ୍କ ଷୋଳକଳା ମଧ୍ୟରୁ ଏକ
  • ଦକ୍ଷଙ୍କର ଏକ କନ୍ୟା ଓ ଧର୍ମଙ୍କ ପତ୍ନୀ
  • ଅଶ୍ଵମେଧର ଏକ ଆହୁତିର ନାମ
  • ଜୟଦ୍ରଥ ରାଜାଙ୍କ ପୌତ୍ର
  • ଏକ ବିଶ୍ଵଦେବଙ୍କ ନାମ
  • ଚନ୍ଦ୍ରବଂଶୀୟ ବଭ୍ରୁ ରାଜାଙ୍କ ପୁତ୍ରଧୃତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୃ ଧାତୁ+ଭାବ. ତି)

[ସମ୍ପାଦନା]

ଧାରଣ କରିବା — ୧. Holding.

୨. ଗ୍ରହଣ —୨. Taking.
୩. ପରିଧାନ —୩. Wearing; putting on.
୪. ଟେକି ଧରିବା —୪. Supporting.
୫. ପୋଷଣ —୫. Maintaining.
୬. ବହନ —୬. Carrying.
୭. ଅଧିକାର କରିବା —୭. Possessing; having.
୮. ଅଟକାଇ ରଖିବା —୮. Restraining.
୯. ଦୃଢ଼ ସଂକଳ୍ପ —୯. Resolution.
୧. ସାହସ —୧୦. Courage.
୧୧. ଆତ୍ମବଳ —୧୧. Self-command.
୧୨. ଧାରଣା —୧୨. Conviction; impression.
୧୩. ଧୈର୍ଯ୍ୟ —୧୩. Patience; fortitude.

[ ଦ୍ର—ଇଷ୍ଟ ବିୟୋଗରେ ମଧ୍ୟ ମନର ସ୍ଥିରତାକୁ ଧତି ବୋଲାଯାଏ ]

୧୪. ସ୍ଥୈର୍ଯ୍ୟ; ସ୍ଥିରତା — ୧୪. Composure; constancy.
୧୫. ଅଟଳତା; ଦୃଢ଼ତା — ୧୫. Constancy; firmness.
୧୬. ଇଚ୍ଛା —୧୬ Desire; wish.
୧୭. ସନ୍ତୋଷ; ଆନନ୍ଦ — ୧୭. Contentment; satisfaction; delight; joy.
୧୮. ସୁଖ —୧୮. Happiness; pleasure.
୧୯. ଉତ୍ସାହ —୧୯. Encouragement.
୨. ସର୍ବତ୍ର ପ୍ରୀତି —୨୦. Love for all. universal attachment.
୨୧. ଯାଗ; ଯଜ୍ଞ —୨୧. Vedic sacrifice.
୨୧. (+କରଣେ. ତି) (ସ୍ତ୍ରୀ) ଷୋଡ଼ଶ ମାତୃକା ମଧ୍ୟରୁ ତ୍ରୟୋଦଶ ମାତୃକା —୨୨. Name of one of the ୧୬ Mātṛukās or maternal Deities.
୨୩. ଜ୍ୟୋତିଷୋକ୍ତ ୨ ଯୋଗ ମଧ୍ୟରୁ ଏକତମ — ୨୩. One of the ୨୦ astrological conjunctions.


୨୪. ଅଷ୍ଟାଦଶ ଅକ୍ଷରଯୁକ୍ତ ସଂସ୍କୃତ ଛନ୍ଦୋବିଶେଷ — ୨୪. A Sanscrit metre of ୧୮ sylables.
୨୫. (ସ୍ତ୍ରୀ) ଚନ୍ଦ୍ରଙ୍କ ଷୋଳକାଳା ମଧ୍ୟରୁ ଏକ — ୨୫. One of the digits or phases of the moon.
୨୬. (ସ୍ତ୍ରୀ) ଦକ୍ଷଙ୍କର ଏକ କନ୍ୟା ଓ ଧର୍ମଙ୍କ ପତ୍ନୀ — ୨୬. Name of a daughter of Daksha and wife of Dharma.
୨୮. (ସ୍ତ୍ରୀ) ଅଶ୍ୱମେଧର ଏକ ଆହୁତିର ନାମ — ୨୮. Name of one of the oblations offered in a horse-sacrifice.
୨୯. (ପୁଂ) ଜୟଦ୍ରଥ ରାଜଙ୍କ ପୌତ୍ର — ୨୯. Name of a grandson of Jayadratha.
୩. (ପୁଂ) ଏକ ବିଶ୍ୱଦେବଙ୍କ ନାମ — ୩୦. Name of a Biṡwadeda Deity.
୩୧. (ପୁଂ) ଚନ୍ଦ୍ରବଂଶୀୟ ବଭ୍ରୁ ରାଜାଙ୍କ ପୁତ୍ର — ୩୧. Name of the son of king Babhru.