Jump to content

ଧୃତିହୋମ

ଉଇକିଅଭିଧାନ‌ରୁ

ଧୃତିହୋମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧୃତି=ଧାରଣ+ହୋମ)

[ସମ୍ପାଦନା]

ବିବାହର ଅଙ୍ଗୀଭୂତ ହୋମବିଶେଷ —Name of a sacrifice performed in the course of the Hindu marriage rites.