ଧୃତ ବର୍ମା
ଦେଖଣା
ଧୃତ ବର୍ମା
ଉଚ୍ଚାରଣ
[ସମ୍ପାଦନା](ଧୃତବର୍ମ୍ମା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଧୃତ+ବର୍ମନ୍; ୧ମା. ୧ବ)
[ସମ୍ପାଦନା]କବଚଦ୍ୱାରା ରକ୍ଷିତଦେହ; ବର୍ମଧାରୀ — Armoured; mailed.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତ୍ରି ଗର୍ତ୍ତଦେଶର ରାଜକୁମାର — Name of a prince of ancient India.
[ ଦ୍ର—ଯୁଧିଷ୍ଠିର ଅଶ୍ୱମେଧ କରିବା ପୂର୍ବରୁ ଯେଉଁ ଘୋଡ଼ାକୁ ଛାଡ଼ି ଦେଇ ଥିଲେ ତାକୁ ଏ ବାନ୍ଧି ରଖିବାରୁ ଅର୍ଜୁନ ଏହାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ ହି ଶ]