ଧୃତ ଶଙ୍ଖ ଚକ୍ର
ଦେଖଣା
ଧୃତ ଶଙ୍ଖ ଚକ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦ୍ୱହ୍ୱ ଓ ବହୁବ୍ରୀହି; ଶଙ୍ଗ ଓ ଚତ୍ର=ଶଙ୍ଖ— ଚକ୍ର; ଧୃତ ହୋଇଅଛି ଶଙ୍ଖଚକ୍ର ଯାହାଙ୍କ ଦ୍ୱାରା)
[ସମ୍ପାଦନା]ଶଙ୍ଖଚକ୍ରଧାରୀ (ବିଷ୍ଣୁ) —(Bishṇu) Holding the conch and the discus in his hands.
[ ଦ୍ର—ଏହିପରି 'ଧୃତ' ଶବ୍ଦ ସଙ୍ଗେ ଅନ୍ୟ ଶବ୍ଦ ଯୁକ୍ତ ହୁଏ; ଯଥା— ଧୃତଯଷ୍ଟି; ଧୃତାତପତ୍ର; ଧୃତବସ୍ତ୍ର ]