ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧୃଷ୍ଟ=ପ୍ରଗଲ୍ଭ+ଦ୍ୟୁମ୍ନ=ବାଳ)
[ସମ୍ପାଦନା]
ଦ୍ରୁପଦ ରାଜଙ୍କ ପୁତ୍ର; ଦୌପଦୀଙ୍କଭାଇ Name of the son of king Drupada.
[ ଦ୍ର—ଏ ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିଥିଲେ ଏ ଦ୍ରୋଣଙ୍କ ମସ୍ତକ ଛେଦନ କରିଥିବାରୁ ଦ୍ରୋଣପୁତ୍ର ଅଶ୍ୱତ୍ଥାମା ଏହାକୁ ବଧ କଲେ ]