Jump to content

ଧୃଷ୍ଟା

ଉଇକିଅଭିଧାନ‌ରୁ

ଧୃଷ୍ଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଧୃଷ୍ଟ+ସ୍ତ୍ରୀ. ଆ)

[ସମ୍ପାଦନା]

ଧୃଷ୍ଟର ସ୍ତ୍ରୀଲିଙ୍ଗ — Feminine of Dhṛushṭa.

୧. ଅସତୀ (ସ୍ତ୍ରୀ) —୧. Unchaste (woman).


୨. ଧର୍ଷିତା; ଯେଉଁ ସ୍ତ୍ରୀର ସତୀତ୍ୱ ନଷ୍ଟ କରାଯାଇ ଅଛି — ୨. Violated (woman); ravished.