Jump to content

ଧୃଷ୍ଟି

ଉଇକିଅଭିଧାନ‌ରୁ

ଧୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୃଷ୍ ଧାତୁ+ତି)

[ସମ୍ପାଦନା]
୧. (ନାମ) ହିରଣ୍ୟାକ୍ଷ ଦୈତ୍ୟର ଏକ ପୁତ୍ର — ୧. Name of a son of Hiraṇyāksha.
୨. (ନାମ) ଦଶରଥ ରାଜଙ୍କର ଏକ ମନ୍ତ୍ରୀ — ୨. The name of a minister of King Daṡaratha.
୩. ଯଜ୍ଞପାତ୍ରବିଶେଷ — ୩. A Kind of sacrificial vessel.