ଧୃଷ୍ଣୁ
ଦେଖଣା
ଧୃଷ୍ଣୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ଧୃଷ୍ ଧାତୁ+ଶୀଳାର୍ଥରେ. ନୁ)
[ସମ୍ପାଦନା]- ୧. ଧୃଷ୍ଟ —୧. Arrogant; insolent.
- ୨. ନିର୍ଲଜ୍ଜ —୨. Shameless.
- ୩. ସହିଷ୍ଣୁ —୩. Patient; enduring; forbearing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ନାମ) ବୈବସ୍ୱତ ମନୁଙ୍କର ଏକ ପୁତ୍ର — ୧. Name of a son of B&aline;i̱baswata Manu.
- ୨. ସାବର୍ଣ୍ଣ ମନୁଙ୍କର ଏକ ପୁତ୍ର — ୨. Name of a son of Sābarṇṇa Manu.
- ୩. ଏକ ରୁଦ୍ରଙ୍କ ନାମ — ୩. Name of one of the Rudra Deities.