ଧେଇ ଧେଇ
ଦେଖଣା
ଧେଇ ଧେଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ
[ସମ୍ପାଦନା]- ୧. ଧେଇ (ଦେଖ) - ୧. Dhei (See)
ତା ଧେଇ ଧେଇ ଧେଇକି ନାଟ, ମନା ପିନ୍ଧିଛନ୍ତି ନେଳିଆ ପାଟ ଶିଶୁରଞ୍ଜନ ପଦ
- ୨. (ଲକ୍ଷଣାର୍ଥ) ଥେଇ ଥେଇ; ତାଣ୍ଡବ; ପଦକ୍ଷେପସହ କଳହ; ଯେଉଁ କଳହ ବେଳେ କଳହକାରୀ ପକ୍ଷମାନେ ନାଚି କୁଦି ହୁଅନ୍ତି —୨. Violent dancing; quarrel accompanied with dancing. boisterous quarrelling.