Jump to content

ଧେଇ ଧେଇ ଧେଇକି ନାଟ

ଉଇକିଅଭିଧାନ‌ରୁ

ଧେଇ ଧେଇ ଧେଇକି ନାଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶିଶୁରଞ୍ଜନ ପଦ)

[ସମ୍ପାଦନା]

ଚାଲି ନ ଥିବା ପିଲାଙ୍କୁ ଧରି ନଚାଇବା ବେଳେ ବୋଲାଯିବା ପଦବିଶେଷ — A sentence or formula lisped by an elder while holding a child up for making it dance.