Jump to content

ଧେଡ଼

ଉଇକିଅଭିଧାନ‌ରୁ

ଧେଡ଼

ଉଚ୍ଚାରଣ

[ସମ୍ପାଦନା]

ଧେଡ଼ୀ, ଧେ଼ଡ଼ିଆଣୀସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ନୀଚ ଅସ୍ପୃଶ୍ୟ ଅନାର୍ଯ୍ୟ ଜାତିବିଶେଷ — ୧. A low class of untouchables.

[ ଦ୍ର—ଧେଡ଼ ନାମକ ଅନାର୍ଯ୍ୟଜିତିର ଲୋକେ ରାଜପୁତାନା, ପଞ୍ଜାବ ଓ ସଂଯୁକ୍ତପ୍ରଦେଶର ପଶ୍ଚିମ ଜିଲ୍ଲାମାନଙ୍କରେ ଅଛନ୍ତି ଏମାନେ ଗ୍ରାମର ବାହାରେ ରହନ୍ତି ଓ ମୃତ ଗୋମେଷାଦିଙ୍କ ମାଂସ ଖାଆନ୍ତି ରାଜପୁତାନାରେ ଏମାନେ ମୃତ ଗାଈବଳଦଙ୍କ ଚମଡ଼ା ଉତାରି ଚମାର (ମୋଚି)ଙ୍କୁ ବିକନ୍ତି ରାଜପୁତନାର ଧେଡ଼ିମାନେ ଶୂକର ମାଂସ ଖାଆନ୍ତି ନାହିଁ— ହି, ଶବ୍ଦସାଗର ]


୨. ଦକ୍ଷିଣିଆ ହାଡ଼ି ଜାତି —୨. A low caste of sweepers hailing from. S. India.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅସ୍ଥିକଙ୍କାଳମାତ୍ରାବଶିଷ୍ଟ ତଥା ଅପରିଷ୍କୃତ ଅପରିଚ୍ଛନ୍ନ; ଖାଇବାକୁ ନ ପାଇବାରୁ ଯାହାର ଦେହ ଶୀର୍ଣ୍ଣ ହୋଇ ହାଡ଼ମାନ ବାହାରି ପଡ଼ିଥାଏ ଏବଂ ଯାହାର ଲୁଗାପଟା ଅତି ମଇଳା —(a person) Reduced to skeleton as a result of forced fasting or starvation and very unclean.