Jump to content

ଧେଡ଼ି

ଉଇକିଅଭିଧାନ‌ରୁ

ଧେଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡିଣ୍ଡିସ=ଭେଣ୍ଡୀଫଳ; ଏହା ଭେଣ୍ଡୀପରି ବଳି— ବଳି ହୋଇଥିବାରୁ)

[ସମ୍ପାଦନା]

ନୋଳିପରି କର୍ଣ୍ଣାଳଙ୍କାରବିଶେଷ — A kind of ear-ring.

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -

[ସମ୍ପାଦନା]

କାପ; କର୍ଣ୍ଣାଳଙ୍କାରବିଶେଷ — A kind of flat ear-ornament.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କନାଧାଡ଼ି — Borders of a torn old cloth.