Jump to content

ଧେଣ୍ଡୁରା

ଉଇକିଅଭିଧାନ‌ରୁ

ଧେଣ୍ଡୁରା

ଉଚ୍ଚାରଣ

[ସମ୍ପାଦନା]

(ଧେଣ୍ଡରା, ମେଣ୍ଡେରା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡିଣ୍ଡିସ)

[ସମ୍ପାଦନା]
୧. ଢଜ୍ଜା; ଢାଉଁ; ଡିଣ୍ଡିମ; ନାଗରା —୧. Drum; tomtom.
୨. ଡିଣ୍ଡିମ ବଜାଯାଇ ସର୍ବ— ସାଧାରଣରେ କରାଯିବା ଘୋଷଣା — ୨. A proclamation by beat of drum.