Jump to content

ଧେଣ୍ଡୁରା ଦେବା

ଉଇକିଅଭିଧାନ‌ରୁ

ଧେଣ୍ଡୁରା ଦେବା

ଉଚ୍ଚାରଣ

[ସମ୍ପାଦନା]

ଧେଣ୍ଡୁରା ପିଟିବା, ଧେଣ୍ଡୁରା ବଜା(ଜେ)ଇବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଧେଣ୍ଡୁରା ଦିଆଇବା, ଧେଣ୍ଡୁରାପିଟା(ଟେ)ଇବାଣିଜନ୍ତରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଡିଣ୍ଡିମ ବଜାଇବା; ନାଗରା ପିଟିବା — ୧. To beat a drum.
୨. ନାଗରା ପିଟି କୈଣସି ବିଷୟ ଘୋଷଣା କରିବା — ୨. To proclaim anything by beat of drum.
୩. ସର୍ବସାଧାରଣରେ କୌଣସି ବିଷୟ ପ୍ରକଟ କରିବା —୩. To proclaim a matter publicly, to publish any matter.