Jump to content

ଧେନ

ଉଇକିଅଭିଧାନ‌ରୁ

ଧେନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧେ ଧାତୁ=ପାନ କରିବା+ସଂଜ୍ଞାର୍ଥରେ ନ)

[ସମ୍ପାଦନା]
୧. ସମୁଦ୍ର —୧. The ocean.
୨. ନଦ; ବଡ଼ ଅଗଭୀର ନଈ — ୨. A large and shallow river.