Jump to content

ଧେନୁ

ଉଇକିଅଭିଧାନ‌ରୁ

ଧେନୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧେ ଧାତୁ+ସଂଜ୍ଞାର୍ଥରେ କର୍ତୃ. ନୁ)

[ସମ୍ପାଦନା]
୧. ସବତ୍ସା ଗୋ; ନବପ୍ରସୂତିକା ଗାଭୀ — ୧. Lately calved cow.
୨. ସବତ୍ସା ଦୁଗ୍ଧବତୀ ଗାଭୀ — ୨. A milch cow with calf.
୩. ଗାଈ —୩. Cow.
୪. ପୃଥିବୀ —୪. The earth.