Jump to content

ଧେନୁକ

ଉଇକିଅଭିଧାନ‌ରୁ

ଧେନୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି, ପୁଂ. (ଧେନୁ+କ)

[ସମ୍ପାଦନା]
୧. ଅସୁରବିଶେଷ — ୧. Name of a demon.

[ ଦ୍ର—ଶ୍ରୀକୃଷ୍ଣ ଏହାକୁ ବିନାଶ କରିଥିଲେ (ପ୍ରକୃତିବାଦ) ହି, ଶବ୍ଦସାଗର ଓ 'ଆପ୍ତେ' କହନ୍ତି ବଳରାମ ଏହାର ସଂହାରକ ]

୨. ରତିମଞ୍ଜରୀ ବର୍ଣ୍ଣିତ ଷୋଡ଼ଶ ରତିବନ୍ଧମଧ୍ୟରୁ ଦ୍ୱାଦଶବନ୍ଧ (ଯହିଁରେ ବୃଷ ଗାଭୀକୁ ସହବାସ କରିବା ପ୍ରକ୍ରିୟାର ଅନୁକରଣ କରାଯାଏ) —୨. The ୧୨th of the ୧୬ postures in copulation (as described in the Indian books of sexual sience).
୩. ତୀର୍ଥବିଶେଷ —୩. Name of a sacred place of the Hindus.

[ ଦ୍ର—ଏଠାରେ ସ୍ନାନ କରି ତିଳ ନିର୍ମିତ ଧେନୁ ଦାନ କରିବାର ବିଧାନ ଅଛି—ହିନ୍ଦୀ - ଶବ୍ଦସାଗର ]