Jump to content

ଧେନୁକାସୂଦନ

ଉଇକିଅଭିଧାନ‌ରୁ

ଧେନୁକାସୂଦନ

ଉଚ୍ଚାରଣ

[ସମ୍ପାଦନା]

(ଧେନୁକ ନିସୂଦନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧେନୁକ+ସୂଦନ)

[ସମ୍ପାଦନା]
୧. (ଧେନୁକ ନାମକ ଅସୁରର ବିନାଶକ) ଶ୍ରୀକୃଷ୍ଣ — Ṡrīkṛushṇa, the destroyer of the demon Dhenuka
୨. ବଳରାମ —୨. A name of Baḻarāma.

[ଦ୍ରଷ୍ଟବ୍ୟ —ଆପ୍ତେ ଓ ହିନ୍ଦୀ - ଶବ୍ଦସାଗର ମତରେ ବଳରାମ ଏହି ଅସୁରକୁ ବିନାଶ କରିଥିଲେ; ପ୍ରକୃତିବାଦ ମତରେ ଶ୍ରୀକୃଷ୍ଣ ଏହାକୁ ବଧ କରିଥିଲେ ]