ଧେନୁମୂଲ୍ୟାକଳ୍ପିତ
ଦେଖଣା
ଧେନୁମୂଲ୍ୟାକଳ୍ପିତ
ଉଚ୍ଚାରଣ
[ସମ୍ପାଦନା](ଧେନୁମୂଲ୍ୟୋକଳ୍ପିତା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - (୩ ୟା ତତ୍; ଧେନୁ ମୂଲ୍ୟ+ ଉପକଳ୍ପିତ)
ଶାସ୍ତ୍ର ଅନୁସାରେ ଦେୟା ଗାଭୀ ପରିବର୍ତ୍ତେରେ ତହିଁର ମୂଲ୍ୟ ରୂପେ ସ୍ଥିରୀକୃତ (ଧନ) —(cash) Adjudged as the price of and given in lien of a cow to be given away as religious gift.