Jump to content

ଧେନୁ ଦୁଗ୍ଧ

ଉଇକିଅଭିଧାନ‌ରୁ

ଧେନୁ ଦୁଗ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଧେନୁ+ ଦୁଗ୍ଧ)

[ସମ୍ପାଦନା]
୧. ଗାଈଦୁଧ — ୧. Cow's milk.
୨. (ଧେନୁ ଦୁଗ୍ଧ ପରି ସ୍ୱାଦୁ ବୋଲି) ଚିର୍ଭଟୀ; ଫୁଟୀକାକୁଡ଼ି — ୨. Melon.