Jump to content

ଧୈବତ

ଉଇକିଅଭିଧାନ‌ରୁ

ଧୈବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୀମତ୍+ ଅ; ନିପାତନ କିମ୍ୱା ଧେ ଧାତୁ+ ଐବତ)

[ସମ୍ପାଦନା]

ସାରିଗାମାପାଧାତି ବା ସପ୍ତସ୍ୱରରର ଅନ୍ତର୍ଗତ ୬ଷ୍ଠ ସ୍ୱର; ହିନ୍ଦୁ ସଙ୍ଗୀତର ସ୍ୱରଗ୍ରାମର ୬ଷ୍ଠ ସ୍ୱର; ଧା —

The ୬th note of the Hindu musical gamut; 'Dha'.

[ଦ୍ରଷ୍ଟବ୍ୟ —ନାରଦଙ୍କ ମତରେ ଏହା ଅଶ୍ୱର ସ୍ୱର, ମାତ୍ର ପାରସିକ ତାନ୍ସେନ୍ଙ୍କ ମତରେ ଏହା ଭେକର, ସ୍ୱର ଅଟେ 'ରାଗ' ତଳେ ନୋଟ ଦେଖ]