Jump to content

ଧୈର୍ଯ୍ୟବାନ୍

ଉଇକିଅଭିଧାନ‌ରୁ

ଧୈର୍ଯ୍ୟବାନ୍

ଉଚ୍ଚାରଣ

[ସମ୍ପାଦନା]
(ଧୈର୍ଯ୍ୟବତୀ—ସ୍ତ୍ରୀ) 

(ଧୈର୍ଯ୍ୟବତ୍ତା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଧୈର୍ଯ୍ୟ+ ଅଛି ଅର୍ଥରେ ବତ୍; ୧ମା. ୧ବ)

[ସମ୍ପାଦନା]
୧. ସହିଷ୍ଣୁ; ଧୀର — ୧. Patient; forbearing.
୨. ଅବିଚଳିତ — ୨. Firm; calm; steady.